29-Oct-2026
Sikshasmabad Logo
Breaking News:
RRB Station Master Recruitment 2026: Apply Online for Graduate Posts
RRB Station Master Recruitment 2026: Apply Online for Graduate Posts


ରେଳବାଇରେ ଷ୍ଟେସନ୍ ମାଷ୍ଟର ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକ-ଯୁବତୀଙ୍କ ପାଇଁ ବଡ଼ ସୁଯୋଗ। Railway Recruitment Board ବା RRB ପକ୍ଷରୁ Station Master Recruitment 2026 ପାଇଁ ଅକ୍ଟୋବର ୨୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ନାତକ ପାସ୍ କରିଥିବା ଯୋଗ୍ୟ ପ୍ରାର୍ଥୀମାନେ ନଭେମ୍ବର ୨୫ ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ।ଏଥର Station Master ପଦକୁ NTPC Graduate Level Recruitmentରୁ ଅଲଗା କରି ସ୍ୱତନ୍ତ୍ର ଭର୍ତ୍ତି ଭାବେ ଆଣାଯାଇଥିବାରୁ ପ୍ରାର୍ଥୀଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଆଗ୍ରହ ଦେଖାଦେଇଛି। ତା’ସହ ବୟସ ସୀମା, ପଦ ସଂଖ୍ୟା ଓ ପରୀକ୍ଷା ପ୍ୟାଟର୍ନକୁ ନେଇ ମଧ୍ୟ କିଛି ପରିବର୍ତ୍ତନ ସାମ୍ନାକୁ ଆସିଛିଯୋଗ୍ୟତା: ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ Graduation ଦରକାର lବୟସ ସୀମା: ୨୦ରୁ ୩୩ ବର୍ଷ ହୋଇଥିବା ଦରକାର ଲା ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ୩୩ ବର୍ଷ ରହିଛି। SC, ST, OBC ଓ ଅନ୍ୟ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ସରକାରୀ ନିୟମ ଅନୁସାରେ ବୟସ ଛାଡ଼ ପାଇବେ।ଏଥର Station Master ପରୀକ୍ଷା ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ ରହିଛି। ପୂର୍ବରୁ CBT-1 ଓ CBT-2 ଭଳି ଦୁଇ ପର୍ଯ୍ୟାୟର ଲିଖିତ ପରୀକ୍ଷା ହେଉଥିଲା। ଏବେ Single Stage Computer Based Test ବା CBT ହେବ। 

Shamsoft Academy

Shamsoft Academy

Admission open for B.Ed